Samita Swain
Literary Brigadier
AUTHOR OF THE YEAR 2021 - NOMINEE
265
Posts
1
Followers
0
Following
କବିର ଜୀବନ ସବୁଜ ସୋପାନ
ବିନା ବରଷାରେ ହୁଏ ପ୍ଲାବନ।।
ଲଙ୍ଘିଯାଏ ଗିରି ଦୁର୍ଗମ ପାଷାଣ
ନ ମାନଇ କିଛି ବାଧା ବନ୍ଧନ।
ଫର୍ଦ୍ଦେ କାଗଜରେ ଚେତନାର ପୁଷ୍ପ
କେବେ କଳ୍ପନା ଓ କେବେ ବାସ୍ତବ
କେବେ ହଜି ଯାଏ ଆଳାପର ସୁରେ
ଆଙ୍କେ ଇନ୍ଦ୍ରଧନୁ ବର୍ଣ୍ଣ ବିଭବ।।
Share with friends