STORYMIRROR

Manaswinee Dash

Abstract

3  

Manaswinee Dash

Abstract

ଆସୁଛି ବାତ୍ଯା

ଆସୁଛି ବାତ୍ଯା

1 min
153


ପାଣିପାଗ ବିଭାଗ କଲାଣି ପୂର୍ବାନୁମାନ, 

ମଇ ମାସ ଆସେ ନେଇ ବଡ ବାତ୍ଯା ମାନ, 

ଫନି ୟାର ଗୋଟେ ନିକଟ ଉଦାହରଣ, 

ରହିବା ହୋଇ ସଜାଗ ସଚେତନ। 

ସବୁ ବିଭାଗକୁ ପ୍ ଶାସନ କଲାଣି ସଚେତନ, 

ତିଆରି ହେଲାଣି ଆଶ୍ରୟସ୍ଥଳ ମାନ, 

କାଳେ ନଅ ତାରିଖରେ ଯିବ ଓଡିଶା ଦେଇଣ, 

କି ରୂପ ନବ ସିଏ କାହାର ନାହିଁ ଗ୍ୟାନ। 

ଯିଏ ଭୋଗିଛି ଫନି ଦଶା ମାନ, 

ସିଏ ଭୟଭୀତ ହେବା ନୁହଁ ସାମାନ୍ଯ, 

ସମୟ ଅପେକ୍ଷା ବିନା ରାସ୍ତା ନାହିଁ ଅନ୍ୟ, 

ବହୁ ଜୋରରେ ବହିବ ପବନ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract