STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ସତେ କେନ୍ତା ଲୋକ ଥିସନ

ସତେ କେନ୍ତା ଲୋକ ଥିସନ

1 min
150


ବସିଛେ ମୁଁଇ ସମ୍ବଲପୁର ଭୁବନେଶ୍ୱର ରେଲ ରେ, 

ବନେ ବନେ କରି ତ ଯାଉଥିଲି, 

ଅନୁଗୁଲରୁ ଚଢ଼ି ଗୁଟେ ପରିବାର, 

ଥିଲେ ସାତ ଜନ, 

ସାମାନ ବସାନ୍ତି କରି ପନ୍ଦର ରଖିଛନ୍।

ଥିଲେ ଦରବୁଢା ବୁଢା ବୁଢୀ, 

ପୁଓ ,ବହ, ଝି, ଜୁଏଁ ଧରି ଥିଲେ ଚଢି। 

ଚଲା ବେଲି ବୁଢା ବୁଢୀ 

ଦଉଥିଲେ ଯେ ଏନତା ରଡି, 

ସାମାନ୍ ରଖବାର୍ ଲାଗି କକିପକାଲେ କେଚ୍ କେଚା, 

ତଳେ ପକେଇଦେଲେ ଜନ୍କର ସାମାନ୍। 

ବୁଢୀ ଆଉ ଜନେ କଲେ ଗୁହାରି, 

ମୋର ସାମାନ୍ କେ ନି ଦିଅ ଉତାରି, 

ମନ୍ ବସବାସ ଜିନିଷ ସେମାନଙ୍କର ନି ଥାଇ, 

ବୁଢୀର ଗୁଡେ ଦେଲେ ସାମାନକେ କଚଡେଇ। 

ସତେ ଏତେ ଖରାପ ଲାଗଲା ମତେ, 

କହିପାରିବ ସେମାନ୍କେ କେତେକ କେତେ, 

ବାକି ଲୋକ ନୁହେଁ ସେମାନେ ବୁଝ ବାର, 

ଭାବୁଥିଲେ ରେ ଲଟା ତୁରାନ୍ନର ତାକର୍। 

ଏ ନ୍ତା ଲୋକ ଦେଖି ନି ଥାଇ, 

ଦାମୀ କପଡା ପିନ୍ଧି ଥିଲେ କାଁ ହେବା, 

ମୁନୁଷ୍ ପନ୍ ନି ଥାଇ, 

ଏ ନ୍ତା ବଦମାସ ଲୋକ ସତେ ଥିସନ, 

କେ ଜାନେ ନିଜ କେ କାଣାନର ଭାବସନ୍।

ଭଗବାନ କେ କରୁଛେ ଗୁହାରି, 

ଦିନେ ସେମାନ୍କେ ଇ ସବୁ ଦେ ଉଲ୍ଟେଇ କରି। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy