STORYMIRROR

Brundabana Pradhan

Abstract Tragedy

4  

Brundabana Pradhan

Abstract Tragedy

ମୁଁ ଆଜି ଶବ୍ଦହୀନ

ମୁଁ ଆଜି ଶବ୍ଦହୀନ

1 min
588

ବ୍ୟର୍ଥ ଜୀବନ ମୋ 

ସଦା ଦୁଃଖରେ କଟୁଛି ଦିନ

କାହାକୁ କିଛି ପାରୁନି କହି 

ଏକା ମୁଁ ଆଜି ଶବ୍ଦହୀନ। 

ଆଖି ଆଗରେ ଅନ୍ୟାୟ 

ହେଲେ ବି ପାରେନି କହି 

ଦୁଃଖରେ କଟୁଛି ମୋ ଜୀବନ 

ଆଜି ମୁଁ ଏକା ଶବ୍ଦହୀନ ।।

ନୁହେଁ ମୁକ ନୁହେଁ ମୁଁ ବଧିର 

ଏହା ଏକା ଅଭିନୟ ମୋର 

ଏ ତ ମହାର୍ଘ୍ୟ ମୋ ଜୀବନ 

ଆଜି ମୁଁ ଏକା ଶବ୍ଦହୀନ ।

କେତେ ଦେଖିଛି ଏ ଆଖିରେ 

ଛବି ପରି ନିର୍ଭୟା ମମିତାର କ୍ରନ୍ଦନ 

ପାରେନି ପାରେନି ମୁଁ ଲଢେଇ କରି 

ଶବ୍ଦହୀନ ମୁଁ ଏକା ଶବ୍ଦହୀନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract