STORYMIRROR

Jyotsna Acharya

Abstract Inspirational

3  

Jyotsna Acharya

Abstract Inspirational

ଶକ୍ତିମୟୀ

ଶକ୍ତିମୟୀ

1 min
197

ନାରୀର ସୌନ୍ଦର୍ଯ୍ୟ

ନାରୀ ରୂପ ଗୁଣ

ଶାନ୍ତ ସରଳ 

ଶକ୍ତି ଟିଏ ତୁ ମା ଗୌରୀ।

ଶିବଙ୍କୁ ପ୍ରାପତେ

ଇଛ୍ଛାଟିରେ ମା' 

ନବ ଦୂର୍ଗା ରୂପ 

ତୁ ଧାରିଣୀ।

ନାରୀ ଜପ ତପ

ସାଧନାର ମାର୍ଗେ

ପାଇଥାଏ 

ମହାଶକ୍ତି।

ଧର୍ଯ୍ୟ ଶକ୍ତି ବଳ

ମନର ବିଶ୍ବାସେ

ପୂଜା ଭକ୍ତି 

ଟିରେ ଶକ୍ତି।

ନାରୀ ଅନ୍ତରଶକ୍ତି

ଦୃଢତା ର ମତି

ତୁମରି ଶକ୍ତି ରୁ 

ପାଏ ସେ ପ୍ରାପ୍ତି।

ଅଷ୍ଟମି ପୂଜାରେ

ତପ ଶକ୍ତି ଟିରେ

ନାରୀ ଟି 

ସୌଭାଗ୍ୟବତୀ।

ସକଳ କାର୍ଯ୍ୟ ରେ 

ସଫଳ ପାଏ ସେ

ନଥାଏ ତା 

ଭୟ ଭିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract