STORYMIRROR

Brundabana Pradhan

Inspirational

3  

Brundabana Pradhan

Inspirational

ଭିନ୍ନ ଏକ ନିଆଁ

ଭିନ୍ନ ଏକ ନିଆଁ

1 min
129


ପୋଷା ମାନିଥିବା ନିଆଁ 

ଖୁବ୍ ଜଳେ ହେଲେ 

କେବେ ବି ଦିଶେ ନାହିଁ 

ଅଥଚ ଖୁବ୍ ଜଳେ

ଜଳି ଜଳି ପାଉଁଶ ହୋଇଯାଏ

ହେଲେ ବି ପଡେନା ଜଣା 

କଳୁଷିତ କରିଦିଏ ସେ

ଅଙ୍ଗାର ଟିକକ ଓ ତା ଧୂଆଁ 

କେତେ ଯେ ପ୍ରଦୂଷଣ ଯୁକ୍ତ 

ତାହା ସ୍ୱୟଂ ଭଗବାନ ଙ୍କୁ ଜଣା ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational