ଗୁତିର ପୁସପୁନି
ଗୁତିର ପୁସପୁନି
ସେ ତ ବରଷକେ ଥରେ
ମୁକଲିସି ତାର୍ ମାଲିକ୍ ନେ
ପୁସପୁନି ମାନସିଁ
କେଡେ ଉସତ ମନେ ।
କେତେ ଗହମହ କେତେ ପିଠାପନା
ଭୁଲିଯାଏସି ତାର୍ ଦୁଖ୍ କେ
ଘରେ ଥିଲେଁ କି ନାଇଁ ଥିଲେଁ
ମନାସି ପୁସପୁନି କେତେ ସୁଖେଁ ।
ଗୁଟେ ଦିନର ପୁସପୁନି
ବରଷକେ ଥରେ ଆଏବା ବଲିଁ
ସେ ଏକା ଟକିଥିସି
ପୁସପୁନି ମାନମି ବଲିଁ ।
ଗୁତିର ତ ଭୁତି କେ ଆସ
ଆଏବା ବରଷେଁ ବଢ଼ାବା ବଲିଁ
ମାଳିକ ନଁ ତାର ଥିସି ଆସ୍
ମାଳିକ ନଁ ତାର ଥିସି ଆସ୍ ।
