STORYMIRROR

Brundabana Pradhan

Inspirational

3  

Brundabana Pradhan

Inspirational

ଭଦ୍ର ମଣିଷ

ଭଦ୍ର ମଣିଷ

1 min
184


ହାରିଯାଇଥିବା ମଣିଷଟେ

ଯେ ପ୍ରତିଟି କ୍ଷେତ୍ରରେ ହାରେ

ସଂପର୍କରେ ଚିନ୍ତାରେ ଚେତନାରେ

ପ୍ରେମରେ ପ୍ରଣୟରେ 

କର୍ମରେ ଧର୍ମରେ 

କୂଟରେ, କପଟରେ 

ଛଳନାରେ ସେ ହାରେ........ 

ହେଲେ, 

ପ୍ରତିଟି ମୁହୂର୍ତ୍ତରେ ସେ ଜଳୁଥାଏ

କାହାର ସଫଳତାକୁ 

ସହ୍ୟ କରି ନପାରି ତୀବ୍ର ଦହନରେ। 

 ହିଂସା କପଟ ତାର 

କଂସ ରାକ୍ଷସଠୁ ବଳିଯିବ 

ହେଲେ ପଡେନା ଜଣା

ସେ ଯେ ଏ ସମାଜରେ 

ଏକ ଶିଷ୍ଟ୍ୟ ଭଦ୍ରମଣିଷରେ ଗଣା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational