STORYMIRROR

Naresh Padhan

Inspirational

3  

Naresh Padhan

Inspirational

ଏ ଜୀବନେ

ଏ ଜୀବନେ

1 min
196

ଏ ଜୀବନେ ମୁଁ ମଣିଷ ଜନମ ହୋଇଛି

କେତେ ଗୁଣ ଅବଗୁଣ ଧରି ଧରାରେ ଆସିଛି।


ମାତୃ କୋଳ ରେ ଳାଳିତ ପାଳିତ ହୋଇଛି

ତାରି ପାଇଁ ଏ ଜୀବନେ ସଂସାର ଦେଖୁଛି।


ତାରି ଆଙ୍ଗୁଳି ଧରି ଚାଳିବା ଶିଖିଛି

ସେଥିପାଇଁ ପ୍ରଥମେ ମାଁ କହିବା ଶିଖିଛି।


ମାଁ ର ପଣତ ଧରି ତା ପଛେ ପଛେ ବୁଲିଛି

ମୋର ପ୍ରଥମ ସଂସାର ସେ ହିଁ ଦେଖାଇଛି।


ବାପା ମଧ୍ୟ ମୋର କମ୍ ନୁହନ୍ତି

ସେ ହିଁ ଆମର ଭରଣ ପୋଷଣ କରନ୍ତି।


ତାଙ୍କ ଲାଗି ଆମ ବଡ଼ ହେବା ସମ୍ଭବ ହୋଇଛି

ମୁଁ ସବୁଦିନ ତାଙ୍କ ଠାରେ କୃତଜ୍ଞ ରହିଛି।


ଟିକିଏ ବଡ଼ ହେଲି ପାଠ ପଢିବା ପାଇଁ ଗଲି

ବିଦ୍ୟାଳୟେ ସଭିଙ୍କ ସହ ଭେଟ ହେଲି।


ଗୁରୁ ମାନେ ଜ୍ଞାନ ଦେଲେ ମୁଣ୍ଡେ ପୂରିଲା ନାହିଁ

ଏମିତି ଯେମିତି କରି କଟିଛି ଜୀବନ

ଏତିକ ଶିଖିଛି ମୁଁ ହାର୍ ମାନିବି ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational