STORYMIRROR

Brundabana Pradhan

Others

3  

Brundabana Pradhan

Others

ଇନ ନିଜର ଭାବନା ଲେଖ

ଇନ ନିଜର ଭାବନା ଲେଖ

1 min
191


ସବୁଦିନେ ଭାବସି ମୁଇଁ

କେଥନି କେତେ କଥା

କେନ୍ କଥା ଲେଖମି କେନଟା ନାଇଁ

 ମୁଇଁ ହେଇଯାଉଛେଁ ଅଥା ।


ଫେସବୁକ ଅଡାସି କି 

ଦେଖସି଼ ଇନ ନିଜର ଭାବନା ଲେଖ

ନିଜର ଟା ନାଇଁ ଲେଖମି ଯେ

ଆଉ କହାର୍ ଟା ଲେଖମି

ଦେଖ ଇ ଫେସବୁକ କେ ଦେଖ।


ଯଦି ଇନ ମୋର ଭାବନା ଲେଖମି

ମତେ କାଏଁଟା ମିଲବା

ନାଇଁ ଲେଖଲେଁ ଯଦି

ମୋର କାଣା ଉନା ହେବା।





Rate this content
Log in