STORYMIRROR

Brundabana Pradhan

Romance

3  

Brundabana Pradhan

Romance

କିଏ ସେ ପ୍ରେୟସୀ ?

କିଏ ସେ ପ୍ରେୟସୀ ?

1 min
135


ଆକାଶ ର ତାରା ସମ

ଆକାଶେ ଉଇଁଥିଲା

ନିମିଷକେ ସେ

ଯେ ଲିଭିଗଲା

ମୋ ସପନ ରାଇଜେ

ଆସିଥିଲା କିମ୍ପାଇଁ

ଜାଣେନା ମୁଁ

ଜାଣେନା ତଥାପି

ବିଗଳିତ କରୁଛି ନିତି

ମୋ ମନକୁ ଆସି

ଜାଣେନା ମୁଁ 

କିଏ ସେ ପ୍ରେୟସୀ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance