STORYMIRROR

Brundabana Pradhan

Others

3  

Brundabana Pradhan

Others

ଧନୁଯାତ୍ରା ସମିଆ ଆଏଲାନଁ

ଧନୁଯାତ୍ରା ସମିଆ ଆଏଲାନଁ

1 min
164



ଗହଗହ ହଁଇ ଉସତପନଟା

ମନକେ ଢାପିପକାଲାନ

ବରଷକେ ଫେର୍ ଘାଏ 

ଧନୁଯାତ୍ରା ସମିଆ ଆଏଲାନଁ ।


କଂସର ରଡି ସୁନବାର ଲାଗିଁ

ମନଟା ତତାପନା ହେଲାନଁ

ବରଗଡ଼ ସହରେଁ ଫେର୍ ଘାଏ

ଧନୁଯାତ୍ରା ସମିଆ ଆଏଲାନଁ।


ସହର ଯାକର ଚାରିହି ଆଡେ

ସଫା ସୁତୁରା ହେଇବସଲାନଁ

 ଗହଲ ଗହଲ ଲାଗଲାନ଼ଁ

ସଥେ ତ ଧନୁଯାତ୍ରା ସମିଆ ଆଏଲାନଁ


ଜୀରା ଜମୁନା ହେମି ବଲିଁ

ସଜେଇ ହୋଇ ବସଲାନଁ

ବରଷକେ ଥରେ ଫେର୍ ଘାଏ

ଧନୁଯାତ୍ରା ସମିଆ ଆଏଲାନଁ।


ମୀନାବଜାରେ ହାଟ କରମି ବଲିଁ

ମୋର୍ ସିଆନି ସଜେଇ ହେଲାନ

ବଛରକେଁ ଥରେ ଫେର୍ ଘାଏ

ଧନୁଯାତ୍ରା ସମିଆ ଆଏଲାନଁ।


ଭକତିର ଦୀପ୍ ଜାଲିକରିଁ

ମଥୁରା ବାସୀ ଵାଟ ଦେଖଲେନଁ

ହାଟ୍ ବାଟ୍ ଗଜଗଜେଇ ଗଲାନଁ

ସଥେ ଧନୁଯାତ୍ରା ସମିଆ ଆଏଲାନଁ।



Rate this content
Log in