STORYMIRROR

Bedanta Bagarty

Tragedy Others

3  

Bedanta Bagarty

Tragedy Others

ମୃତ୍ୟୁ

ମୃତ୍ୟୁ

1 min
170

    ଜୀବନ ରେ ସୂର୍ଯ୍ୟ ଉଇଁ ଯାଏସି ସିନା

         ଅସ୍ତ କେତେ ବେଳେ  

          କାହାକେ ଜଣା ନାଇ..

      ପାନିର୍ ଫୁଟ୍ କା ମୁନୁଷ ଜୀବନ୍

       ଅଢେଇ ଦିନର୍ ଇଟା ଭାଇ

      ସମୀୟାର୍ ତାଳେ ଖେଳ୍ ଖେଳୁଛେ 

         ନାଇ ଯାନି ପାରେ କେହି ....?

       ଖୁସିର୍ ସଂସାର୍ ମାଟି ମିଶିଯିବା 

          ଛାର୍ ଖାର୍ ଦିନେ ହେଇ 

         ପବନ୍ ସମାନ୍ ଇ ଜୀବନ

          ବହୁଛେ ଢଳ୍ ଢଳ୍ ହେଇ

    ମାଉଳି ଗଲା ଫୁଲ୍ ଝାଉଁଳି ଜାଏସି

           ମୃତ୍ୟୁ ଏକା ସେହି...    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy