STORYMIRROR

Bedanta Bagarty

Abstract Action Classics

3  

Bedanta Bagarty

Abstract Action Classics

ଆଁ ଖିର ପାନି

ଆଁ ଖିର ପାନି

1 min
205

        ଆଁ ଖିର ପାନି

    କେତେବେଳେ ଆକାଶର ବର୍ଷା 

    ଲେଖେ ବର୍ଷି ଯାଇସି ତ

  କେତେବେଳେ କଳା ମେଘ ବି ଢାକି ହେସୀ 

  କେବେ ନଦୀର ଗୁଟେ ଧାରା ହେଶି ତ

     କେବେ କେବେ କେନ୍ ସି ଠାନେ ରହି ଯାଏସି

    କେନ୍ ଠା ନେ ଅଭିମାନ ଲାଗି ବହି ଜାଇସି ତ

     କେନ୍ ଠା ନେ ଦେଇ ଥିବାର ଆଶା ପାନି ବହେ ସି

       କେବେ ନିରାଶା ର ଲାଗି ବହେଶି ତ

    କେନ୍ ଜାଗା ନେ ସମ୍ପର୍କ ଲାଗି ପଥର ହେଇ ରହେଶି..

     


Rate this content
Log in

Similar oriya poem from Abstract