STORYMIRROR

Bedanta Bagarty

Crime Fantasy Thriller

2  

Bedanta Bagarty

Crime Fantasy Thriller

ଶେଷ ବିଦାୟ ବନ୍ଧୁ

ଶେଷ ବିଦାୟ ବନ୍ଧୁ

1 min
85


ଏତେ ଦୂର ବାଟ ମୋ ସାଥେ ଚାଲିଲ

ଆଜି କାହିଁ ରହି ଗଲ ?

ସବୁ ବେଳେ ମୋ ଠାରୁ ଜିତୁ ଥିଲ

ଆଜି କାହିଁ ହାରିଗଲ ?

ଜୀବନ ଯାତ୍ରାର କିଛି ବାଟେ ସମ୍ପର୍କ ବାନ୍ଧିଲ

ଆଉ ସମୟର କଣ୍ଟାରେ ଶେଷ ହେଲ

କାହାକୁ ଆଉ କେମିତି କହିବି ଏ ସମୟର ଖେଳ

ନାତ ଭାଗ୍ୟର ଖେଳ ସାଖିଅଛି ଆଜି

ଠିକ୍ ଦୁଇ ବୁନ୍ଦା ଆଁଖିର ଜଳ ।



Rate this content
Log in

Similar oriya poem from Crime