Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Crime Inspirational

4  

Bharatabandhu Biswal

Crime Inspirational

କଳଙ୍କିନୀ

କଳଙ୍କିନୀ

1 min
495



ପାଣି ପବନରେ ଆସିଲେ ସଂସ୍ପର୍ଶେ

ଲୁହାରେ ଲାଗେ କଳଙ୍କି

ବାର ବାର ଦାହ୍ୟ ହୋଇଲେ ଅଗ୍ନିରେ

ଝଟକେ ଶୁଦ୍ଧ ସୁବର୍ଣ୍ଣ ।


ଆମ ଅବିଚାରେ ପାଣି ଓ ପବନ

ହୋଇଥାଏ ଦୋଷଯୁକ୍ତ

ହୁଏ ମ୍ରିୟମାଣ ବିଦୀର୍ଣ୍ଣ ବା ଚୂର୍ଣ୍ଣ

ଲୈ।ହଧାତୁ କ୍ଷୟପ୍ରାପ୍ତ ।


ଦେଉଛି ପ୍ରମାଣ ଶୁଭ ଜୟ ସ୍ତମ୍ଭ

ଅତୀତ ଜୀବନ ଶୈଳୀ

ଅକ୍ଷୟ ରହିଛି ଯଶ କୀର୍ତ୍ତି ଗାଥା

ଲାଗୁନି ଲୈ।ହେ କଳଙ୍କି ।


ମୈ।ଳିକ ସୁଗୁଣ ରହିଲେ ଅକ୍ଷୁର୍ଣ୍ଣ

ନାରୀ ସତୀ ଶିରୋମଣି

ସ୍ଖଳନ ହୋଇଲେ ସ୍ୱଭାବ ଚରିତ୍ର

କୁହାଯାଏ କଳଙ୍କିନୀ ।


ଯେତେ ପୁଟ ଦେଲେ ମୁହଁରେ ଓଠରେ

ହେଲେ ରଙ୍ଗେ ସଜବାଜ

ପିନ୍ଧି ଚାକଚକ୍ୟ ବେଶ ପରିପାଟୀ

ଲୁଚେନି କଳଙ୍କ ଦାଗ ।


ମୂଲ୍ୟବାନ ଅଟେ ମଣିଷ ଜୀବନ

ପବିତ୍ରତା ବ୍ରତ ପୁଣ୍ୟ

ଆଚରୁ ସମାଜ ନିଷ୍ଠାପର ଭାବେ

ହେବ ଜଗତ କଲ୍ୟାଣ ।

 



Rate this content
Log in

Similar oriya poem from Crime