Bharatabandhu Biswal
Literary General
AUTHOR OF THE YEAR 2021 - WINNER
2045
ପୋଷ୍ଟସ୍
2
ଅନୁସରଣକାରୀ
1
ଅନୁସରଣ କରୁଛନ୍ତି
ମାଆ ମୋ ବିରଜା ମାଟି ମୋ ଜୀବନ
ମାଟି ମୋର ପରିଚୟ ,
ମୋ ଦେଶ ମାତୃକା ପୁଣ୍ୟ ତୀର୍ଥକ୍ଷେତ୍ର
ସୁସାହିତ୍ୟ ସେବା ଧ୍ୟେୟ ,
ଓଡିଆ... Read more
ମାଆ ମୋ ବିରଜା ମାଟି ମୋ ଜୀବନ
ମାଟି ମୋର ପରିଚୟ ,
ମୋ ଦେଶ ମାତୃକା ପୁଣ୍ୟ ତୀର୍ଥକ୍ଷେତ୍ର
ସୁସାହିତ୍ୟ ସେବା ଧ୍ୟେୟ ,
ଓଡିଆ ମୁଁ ଭାରତୀୟ
ସବୁଜ ସୁନ୍ଦର ସୁଫଳା ମୋ ମାଟି
ସତ୍ୟରେ ରଖେ ଲୟ ।
ଆଶା ଅଭିଳାଷା ପ୍ରଦୀପର ଶିଖା
ପରିବର୍ତ୍ତନର ସ୍ୱର
ଗଦାକ୍ଷେତ୍ର ମାଟି ଆହ୍ୱାନେ ହେ ସ୍ରଷ୍ଟା
ଦୃଶ୍ୟ ହେଉ ନୀଳଚକ୍ର
ହେଉ ବିଶ୍ୱର କଲ୍ୟାଣ
ସଞ୍ଚରୁ ସାହିତ୍ୟ ଶାନ୍ତି ମୈତ୍ରୀ ପ୍ରୀତି
ପ୍ରସରୁ ଭାରତ ଜ୍ଞାନ । Read less
ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ