ମାଆ ମୋ ବିରଜା ମାଟି ମୋ ଜୀବନ ମାଟି ମୋର ପରିଚୟ , ମୋ ଦେଶ ମାତୃକା ପୁଣ୍ୟ ତୀର୍ଥକ୍ଷେତ୍ର ସୁସାହିତ୍ୟ ସେବା ଧ୍ୟେୟ , ଓଡିଆ... Read more ମାଆ ମୋ ବିରଜା ମାଟି ମୋ ଜୀବନ ମାଟି ମୋର ପରିଚୟ , ମୋ ଦେଶ ମାତୃକା ପୁଣ୍ୟ ତୀର୍ଥକ୍ଷେତ୍ର ସୁସାହିତ୍ୟ ସେବା ଧ୍ୟେୟ , ଓଡିଆ ମୁଁ ଭାରତୀୟ ସବୁଜ ସୁନ୍ଦର ସୁଫଳା ମୋ ମାଟି ସତ୍ୟରେ ରଖେ ଲୟ । ଆଶା ଅଭିଳାଷା ପ୍ରଦୀପର ଶିଖା ପରିବର୍ତ୍ତନର ସ୍ୱର ଗଦାକ୍ଷେତ୍ର ମାଟି ଆହ୍ୱାନେ ହେ ସ୍ରଷ୍ଟା ଦୃଶ୍ୟ ହେଉ ନୀଳଚକ୍ର ହେଉ ବିଶ୍ୱର କଲ୍ୟାଣ ସଞ୍ଚରୁ ସାହିତ୍ୟ ଶାନ୍ତି ମୈତ୍ରୀ ପ୍ରୀତି ପ୍ରସରୁ ଭାରତ ଜ୍ଞାନ । Read less
No Audio contents submitted.