Bharatabandhu Biswal
Literary General
AUTHOR OF THE YEAR 2021 - WINNER

2046
ಪೋಸ್ಟ್\u200cಗಳು
2
ಅನುಯಾಯಿಗಳು
1
ಅನುಸರಿಸಲಾಗುತ್ತಿದೆ

ମାଆ ମୋ ବିରଜା ମାଟି ମୋ ଜୀବନ ମାଟି ମୋର ପରିଚୟ , ମୋ ଦେଶ ମାତୃକା ପୁଣ୍ୟ ତୀର୍ଥକ୍ଷେତ୍ର ସୁସାହିତ୍ୟ ସେବା ଧ୍ୟେୟ , ଓଡିଆ... Read more

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ଯେଉଁଠାରେ ରହୁଥାଅ ବା ଯେଉଁ ଆଡକୁ ଯାଉଥାଅ ମନକୁ ସର୍ବଦା ଖୁସି ଓ ଆନନ୍ଦ ରଖିବାକୁ ପ୍ରଯତ୍ନ କର, ପ୍ରକୃତି ଏବଂ ମାନବୀୟ ସଦ ଗୁଣାବଳୀର ପ୍ରଶ°ସା କରିଦେଖ,ନିଶ୍ଚିତ ଭାବେ ସୂର୍ଯ୍ୟଙ୍କ କିରଣ ପରି ତୁମ ଉପସ୍ଥିତି ର ଏକ ସ୍ୱତନ୍ତ୍ର ଝଲକ ପାଇଁ ଅପେକ୍ଷା ରହିବ ।

ସ୍ୱର୍ଗର ଅମ୍ଳାନ ଦେଦିପ୍ୟମାନ ପ୍ରଦୀପ ହେଉଛି ସୂର୍ଯ୍ୟ ।

ଜୀବନରେ ଆଶା ଓ ଭରସା ରଖିବା ଏବଂ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଆଲୋକ ପଥରେ ଆଗକୁ ପାଦ ବଢାଇବା ହିତକାରକ ଅଟେ ।

ହୃଦୟର ଆନନ୍ଦ ମୁହଁରେ ହସଧାରେ ହୋଇ ଫୁଟି ଦିଶିଲେ,ଝଲକାଏ ସୂର୍ଯ୍ୟ କିରଣ ପରି ରଙ୍ଗ ଭରି ଦିଏ ।

ଦିନବେଳେ ଉଜ୍ଜ୍ୱଳ ନୀଳ ଆକାଶକୁ କିଛି ସମୟ ନିରୀକ୍ଷଣ କଲେ ମନରେ ନୂଆ ସ୍ୱପ୍ନ ନୂଆ ଭାବନା ସୃଷ୍ଟି ହୁଏ ।

ଟଙ୍କା ଏକ ଭୟଙ୍କର ଦୈତ୍ୟ ଏବଂ ସୁନ୍ଦର ଭୃତ୍ୟର ଭୂମିକାକୁ ଖୁବ୍ ସହଜରେ ନିଭାଇ ପାରିଥାଏ ।

ଟଙ୍କା ଏକ ଭୟଙ୍କର ଦୈତ୍ୟ ଏବଂ ସୁନ୍ଦର ଭୃତ୍ୟର ଭୂମିକାକୁ ଖୁବ୍ ସହଜରେ ନିଭାଇ ପାରିଥାଏ ।

ଧନ ହୋଇଗଲେ ମନରେ ଗର୍ବ ଏବଂ ମାଲିକପଣ ଆସିଯାଏ ,ଧନୀ ଲୋକଟି ଭାବେ ତା ଜୀବନରେ ସୁଖ ପାଇବାକୁ ସେ ହିଁ ନିଜ ବୁଦ୍ଧି ଖଟାଇ ଧନ ସମ୍ପଦ ଆହରଣ କରିଅଛି ।କିନ୍ତୁ ଗରିବଟିଏ ଭାବେ ମୋର କେବଳ ଭଗବାନ ହିଁ ସାହା ଭରସା,ମୋ ଭାଗ୍ୟରେ ଯାହା ଅଛି ତାହା ହିଁ ହେବ ।

ଯିଏ ଅଳ୍ପ ଖର୍ଚ୍ଚରେ ଶାନ୍ତି ସନ୍ତୋଷ ଲାଭ କରି ପାରୁଛନ୍ତି, ତାଙ୍କୁ ଦରିଦ୍ରତା ଆଦୈ। ସ୍ପର୍ଶ ବି କରି ପାରିବ ନାହିଁ ।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್