STORYMIRROR

ଧନ ହୋଇଗଲେ...

ଧନ ହୋଇଗଲେ ମନରେ ଗର୍ବ ଏବଂ ମାଲିକପଣ ଆସିଯାଏ ,ଧନୀ ଲୋକଟି ଭାବେ ତା ଜୀବନରେ ସୁଖ ପାଇବାକୁ ସେ ହିଁ ନିଜ ବୁଦ୍ଧି ଖଟାଇ ଧନ ସମ୍ପଦ ଆହରଣ କରିଅଛି ।କିନ୍ତୁ ଗରିବଟିଏ ଭାବେ ମୋର କେବଳ ଭଗବାନ ହିଁ ସାହା ଭରସା,ମୋ ଭାଗ୍ୟରେ ଯାହା ଅଛି ତାହା ହିଁ ହେବ ।

By Bharatabandhu Biswal
 74


More oriya quote from Bharatabandhu Biswal
10 Likes   0 Comments
21 Likes   0 Comments
6 Likes   0 Comments
9 Likes   0 Comments
2 Likes   0 Comments