ମାଆ ମୋ ବିରଜା ମାଟି ମୋ ଜୀବନ ମାଟି ମୋର ପରିଚୟ , ମୋ ଦେଶ ମାତୃକା ପୁଣ୍ୟ ତୀର୍ଥକ୍ଷେତ୍ର ସୁସାହିତ୍ୟ ସେବା ଧ୍ୟେୟ , ଓଡିଆ... Read more
Share with friends
ଯେଉଁଠାରେ ରହୁଥାଅ ବା ଯେଉଁ ଆଡକୁ ଯାଉଥାଅ ମନକୁ ସର୍ବଦା ଖୁସି ଓ ଆନନ୍ଦ ରଖିବାକୁ ପ୍ରଯତ୍ନ କର, ପ୍ରକୃତି ଏବଂ ମାନବୀୟ ସଦ ଗୁଣାବଳୀର ପ୍ରଶ°ସା କରିଦେଖ,ନିଶ୍ଚିତ ଭାବେ ସୂର୍ଯ୍ୟଙ୍କ କିରଣ ପରି ତୁମ ଉପସ୍ଥିତି ର ଏକ ସ୍ୱତନ୍ତ୍ର ଝଲକ ପାଇଁ ଅପେକ୍ଷା ରହିବ ।
ଧନ ହୋଇଗଲେ ମନରେ ଗର୍ବ ଏବଂ ମାଲିକପଣ ଆସିଯାଏ ,ଧନୀ ଲୋକଟି ଭାବେ ତା ଜୀବନରେ ସୁଖ ପାଇବାକୁ ସେ ହିଁ ନିଜ ବୁଦ୍ଧି ଖଟାଇ ଧନ ସମ୍ପଦ ଆହରଣ କରିଅଛି ।କିନ୍ତୁ ଗରିବଟିଏ ଭାବେ ମୋର କେବଳ ଭଗବାନ ହିଁ ସାହା ଭରସା,ମୋ ଭାଗ୍ୟରେ ଯାହା ଅଛି ତାହା ହିଁ ହେବ ।