STORYMIRROR

Bedanta Bagarty

Others

3  

Bedanta Bagarty

Others

--ବନ୍ଧୁ --

--ବନ୍ଧୁ --

1 min
180


ତୁମେ ତ ସେହି ବନ୍ଧୁ ମୋର

ସୁଝି ପାରିବିକି ଋଣ ତୁମର

କେତେବେଳେ ଖରା ରେ ତ

ଆଉ କେତେବେଳେ ବର୍ଷା ରେ ଢାକି ଥିଲ ପଣତ ତୁମର!

ହଁ ତୁମେ ତ ସେହି ବନ୍ଧୁ ମୋର

ଝୁଣ୍ଟିବା ଆଘାରୁ ମୋ ହାତରେ ହାତ ଥିଲା ଯାହାର

ତା ପରି ବନ୍ଧୁ ମିଳିବେ କାହାର

ମୋ ଦୁଃଖ ଦେଖି ତୁମେ ଥିଲ ଦୁଃଖୀ

ମୋ ଖୁସି ରେ ଥିଲ ତମେ ଖୁସି

ସଦା ବଞ୍ଚି ରହୁ ବନ୍ଧୁତା ଏତିକି ପୁରଣ କରିବି

ତୁମ ସପନକୁ ଦେଖି !

ତୁମରି ଭାବନା ହୁଏନି କେବେ ମନ ଉଣା

ଏତିକି ମୁଁ ପାରେ ଜାଣି

ଧନ୍ୟ ତୁମ ମନ ଦେହ ଆଉ ପ୍ରାଣ

ଗଭୀର ପଥ ଭଲି ହୁଏ ଜାଣି

ହେ ଜଗତର ସ୍ବାମୀ ନୟନ ପଥଗାମୀ

କେବେ ମାଗି ନି କିଛି ଆଜି ଆଗୁଛି ଏତିକି

ସଦା ଥାଉ ତା କପାଳେ ତୁମ ହାତ ।

ସ୍ନେହ ମମତା ମାଁ ର ବନ୍ଧୁତା କେତେ ମଧୁରତା

ଥାଏ ସଜାଇ ଦୁନିଆଁ ରେ ବାଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍