STORYMIRROR

Bedanta Bagarty

Inspirational Thriller Others

3  

Bedanta Bagarty

Inspirational Thriller Others

ହିରୋ

ହିରୋ

1 min
147

ପ୍ରକୃତ ହିରୋ ସେହି 

ଖରା ବର୍ଷା ଶୀତକୁ ସହି

ଯାହା ପାଇଁ ମୁଠାଏ ଅନ୍ନ ଅହି

ଭୋକିଲା ପ୍ରାଣକୁ ସ୍ଥାଇ

ସକାଳର ସତେଜ କିରଣ ଝୁରୁ ଥାଏ 

 ନଙ୍ଗଳକୁ ସହି.....

 ବଳଦ ଆଁଖିରେ ଚାଷୀ ।।


ସେହି ହିରୋ ପାଇଁ ହସେ ଦେଶବାସୀ

କେବେ ନ ସରଇ ମାଟି ସହ ଲଢେଇ

ଅସଲ୍ ହିରୋତ ସେହି

ମାଡ଼ି ଆସୁଜେତେ ଝଡ଼ ଖଞ୍ଜା

ମାଟିରେ ରକ୍ତକୁ ମିଶାଇ ...

ଅନ୍ୟ ପାଇଁ ବାଣ୍ଟଇ ସୁଖର ଛାଇ ।।


ସେହି ହିରୋକୁ ଝୁରେ

ସାରା ଗାଁ ଦାଣ୍ଡ ସମୟ ବେଳ

ରକ୍ତ ମାଂସ ଝୁରେ ତାର ମାଟି ଖେଳ

ଜଣା ନାହିଁ ତାକୁ ଉଇଁଲା କି ନଇଁଲା ସୂର୍ଯ୍ୟ..

ମାଟି ସହ ଲଢି ହେଇ ଥାଏ ବ୍ୟୟ ।।


ସେହି ଅସଲ ହିରୋ ନିଜେ ଦୁଃଖ ସହି

ଅନ୍ୟକୁ ହସାଇ ଜିବନକୁ ଲଗେ ବାଜୀ

ସାରାଦେଶ ପାଇଁ ଅଛେ ହିରୋ ସାଜି...

ଆଁଖି ତା ଦେଖୁଛି ରାକ୍ଷସ ନାଚୁଛି ହସି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational