Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar das thn

Abstract

3  

Prasanta kumar das thn

Abstract

ଲଲାଟ ଲିଖନ

ଲଲାଟ ଲିଖନ

1 min
198



ବିଧାତା ହସ୍ତେ ଗଢ଼ା ଏ ସୁନ୍ଦର ସଂସାର

ଯହିଁ ଭରିଛନ୍ତି ସୁଖ ଦୁଃଖର ଭାର ।


ଲଲାଟେ ଲେଖିଛନ୍ତି ଭାଗ୍ୟର ଫଳ

ଯଥା ସମୟରେ ତାହା ହୁଏ ପ୍ରତିଫଳ ।


ମନୁଷ୍ୟକୁ କର୍ମ ଦେଇଛନ୍ତି ବାଣ୍ଟି 

କର୍ମାନୁସାରେ କର୍ମଫଳ ଦେଇଥାନ୍ତି ପୁଣି ।


ସମୟ ଚକ୍ର ସାଥେ ଚାଲଇ ଦୁନିଆଁ

କର୍ମରେ ବିତିଥାଏ ଏ ଜୀବନ ଜୀବିକା।


କର୍ମଫଳ ମଧ୍ୟ ଭୋଗିଛନ୍ତି ଦେବତା

ପୁରାଣ ଯୁଗରୁ ଏହା ପ୍ରମାଣିତ ସଦା।


ସତ୍ୟପଥେ ନିତ୍ୟ ହୋଇ ତତ୍ପର

ଲଭନ୍ତି ଶୁଭଫଳ କଲା କର୍ମର ।


ଲଲାଟରେ ଯାହା ଲେଖନ୍ତି ନିୟତି

ସେ କର୍ମର ଫଳ ନିଶ୍ଚୟେ ଭୁଞ୍ଜନ୍ତି ll



Rate this content
Log in

Similar oriya poem from Abstract