STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ତମେ

ତମେ

1 min
200

ତମେ ଯେଉଁ ଘୃଣାର ବୃକ୍ଷ

ରୋପଣ କରିଛ

ତାର ହଳାହଳ

କଣ ଆମେ ପିଉନେ,

ତମେ ଯେଉଁ ସ୍ମୃତିକୁ

କବରି ଦେଇଛ

ତାର ହଳାହଳ କଣ

ଆମେ ପିଉନେ !

ତମେ ଯେଉଁ ଛଳନାର

ଛୁରିଘାତ କରିଛ

ତାର ହଳାହଳ କଣ ଆମେ ପିଉନେ

ତମେ ଯେଉଁ ପ୍ରତାରକ ସାଜିଛ

ତାର ହଳାହଳ

କଣ ଆମେ ପିଉନେ,

ତମେ ଯେଉଁ ସ୍ମୃତିକୁ କବରି ଦେଇଛ

ତାର ହଳାହଳ କଣ ଆମେ ପିଉନେ

ତମେ ଯେଉଁ ମାନବ ଧର୍ମ ଭୁଲିଛ

ତାର ହଳାହଳ କଣ ଆମେ ପିଉନେ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract