STORYMIRROR

RATIKANTA NAYAK

Abstract

3  

RATIKANTA NAYAK

Abstract

ଝରକା ସେପାଖରେ

ଝରକା ସେପାଖରେ

1 min
130

ସକାଳର ସୁନେଲି କିରଣ ଆସେ

ଝରକାର ଫାଙ୍କ ଦେଇ ,

ଘର ପାଖେ ବହି ଯାଏ ଦେଖ 

କୁଳୁ କୁଳୁ ନଈ ।


ଲତା ବନେ ତରୁ ଡାଳେ

ଶେଫାଳୀ ର ମହକ

ମୋନ ହର ତାର ବାସ୍ନା

ସତେକି ପୁଲକ ।


ବଗିଚାରେ ଫୁଲ ଫୁଟି ଅଛି

ଚକ୍ ମକ ହୋଈ

ଆହାକି ସୁନ୍ଦର୍ ଦେଖ 

ଝର କାର ପାଶେ ଜାଇ ।


କୋଇଲି ଗାଉଛି ଗୀତ

କୁହୁ କୁହୂ ହୋଈ

କି ମୋନହର ସୁରେ ଗାଏ ଗୀତ

ଦେଖ ଝରକା ପାଖରେ ଜାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract