STORYMIRROR

RATIKANTA NAYAK

Romance Fantasy Others

3  

RATIKANTA NAYAK

Romance Fantasy Others

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
15

ଜୀବନ ଅଟେ ଏ ପ୍ରତି ମୁହୂର୍ତ୍ତ ର କିଛି ନୂଆ କରିବାର ଆଶା

ଶେଷ ସୁଯୋଗ ଏ ଡେରି କର ନାହିଁ କହି ଦିଅ ନିଜ ମନ ର ଭାଷା !!

ଆଶା ଆକାଂକ୍ଷା ର ଅନନ୍ୟ ବିଶେଷ ଆକର୍ଷଣ କରେ ମନେ

ଚିନ୍ତା କରିଦେଖ ନିସ୍ଚେ ହେବ ସତ ତମେ ଦେଖୁଛ ଜଉ ସପନ !! 

ଭାବେ ବେଳେ ବେଳେ ଏକା ନିରଳରେ ତମ ସହ କାଟି ବାକୁ କେତେ ଦିନ

ଆଶା ଅପେକ୍ଷାର କେବେ ଶେଷ ହେବ ଦେଖିଚି କେତେ ମୁଁ ସପନ !!

ଭଲ ଲାଗେ ମୋତେ ତୁମ ଚାରିପାଖେ ରହିବାକୁ ଦିନ ରାତି

ଆଶା ଅଛି ମୋର ମୋ ମନ କଥା କୁ ନିଶ୍ଚେ ବୁଝିଯିବ ସାଥୀ !!

ସମୁଦ୍ର ପାଣି ଅନେକ ରହିଛି ହେଲେ ମୁକୁତା ସବୁଠୁ ଦାମୀ

ତମେ ମୋ ଜିବନେ ନ ଆସିଲେ ସାଥୀ ସବୁ ରହିଯିବ କମି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance