STORYMIRROR

RATIKANTA NAYAK

Abstract Romance Fantasy

4.2  

RATIKANTA NAYAK

Abstract Romance Fantasy

କହିଦେଲି ଆଜି ପ୍ରିୟା ମୋ ମନର କଥା

କହିଦେଲି ଆଜି ପ୍ରିୟା ମୋ ମନର କଥା

1 min
63

ଜୀବନର ଚଲା ପଥେ ତମ ହାତ ଧରି, ମୁଁ ନିଜକୁ ହଜେଇ ସାରିଚ

ତମ ଆସିବାର ଖୁସି ମୋତେ ବାନ୍ଧି ରଖିଚି !!

ମନର ଅନେକ କଥା ଅକୁହା ରହିଚି

ସବୁ ଆଜି କୋହିଦେବି ଖୋଲି ମୁଁ କହୁଚି !!

ଭଲ ପାଇବାର ଆଶା ତୁମକୁ ଦେଖିଲା ଦିନୁ

ଭଲ ମୁଁ ପାଉଛି ତୁମକୁ କେବେ ଦୁରେଇବି ନି ମୋନୁ !

ଆକାଶ ମାଟିକୁ ଯେବେ ମିଶା ଏ ବରଷା

ପାଖେ ଥିବି ସବୁ ଜନ୍ମ ମନ ହୁଏ ମ ସହସା !!

ପରି ରାଇଜର ପ୍ରିୟା ମୋ ମନର ମୋଇନା

ଖୋଲି କହିଦିଅ ମୋତେ କିଛି ଲୁଚାଓ ନା !!

ପ୍ରିୟା ମୋର ଅଭିମାନୀ ସୁନ୍ଦରୀ ମୋଇନା

ଦୁନିଆ ରେ ତମେ ମୋର କିଛି ନାହିଁ ତୁମ ବିନା !!

ପ୍ରଥମ ଦେଖାରେ ମୋତେ କରିଥିଲ ଚୋରି 

ଆଗ ମୋ ମାନିନୀ ତମେ ରୂପ ରେ ବହୁତ ସୁନ୍ଦରୀ !!

ଡର ଲାଗେ ବେଳେ ବେଳେ କେଜାଣି କାହିଁକି 

ସତ ମୁଁ କହୁଛି ପ୍ରିୟା ଲୁଚେଇନି ତମ କୁ ମୁଁ କିଛି !!

ବଗିଚାରେ ଅନେକ ଫୁଲ ସବୁଠୁ ଗୋଲାପ ନିଆଁରା

ତମେ ମୋ ଜିଁ ବାର କାରଣ ମୁଁ ଖୋଜେ ତମର ସାହାରା !

ଇଚ୍ଛା ଅଛି ସାତ ଜନ୍ମ ରହିବି ତୁମ ଛାଇ ହୋଇ

ବିଚରା ମୋନ ମୋର ତୁମ କୁ ଝୁରେ ଏତେ କାଇଁ !

ଫୁଲ ଫୁଟେ ବଗିଚାରେ ନାନା ରଙ୍ଗେ ହୋଇ

ସାତ ଜନ୍ମ ତମେ ମୋର ମୁଁ ତୁମ ପାଇଁ !!

ଠିକ୍ ଭୁଲ ବାଛିବାର ନିଷ୍ପତି ତମର

କଛି ଲୁଚେଇନୀ ପ୍ରିୟା ତମେ ମୋ ନିଜର , ତୁମେ ମୋ ନିଜର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract