STORYMIRROR

RATIKANTA NAYAK

Abstract Classics Others

3  

RATIKANTA NAYAK

Abstract Classics Others

ମୋ ଭାରତ

ମୋ ଭାରତ

1 min
170

ଜଗତରେ ନାହିଁ ଏଠି ଏମିତି ରାଇଜ ,

ପାହାଡ଼ରେ ଲେଖା ଅଛି ତାର ଇତିହାସ 

ଝରଣା ଗାଉଛି ଏଠି ନିରବର ବାଣୀ ,

ଯାର ଦେହେ ବହି ଯାଏ ପବିତ୍ର ଗଙ୍ଗାର ପାଣି ।


ତିନୋଟି ଅକ୍ଷରେ ଲେଖା ତାର ଓଡିଆ ନାମ,

ଭାରତ ହସୁଛି ଆଜି ନାହିଁ କେହି ତାର ସମ

ଯାର ମାଟିରେ ପ୍ରଭୁ ଦେଇଛନ୍ତି ପାଦ ,

ଅଯୋଧ୍ୟା ମନ୍ଦିର କହେ ଜୟ ଶ୍ରୀ ରାମ ।


ସାରା ଜଗତରେ ଆମ ଭାରତ,

ଶୁଣାଏ ସଭିଙ୍କୁ ଶାନ୍ତିର ଗୀତ

ପର୍ବତ ରେ ଲେଖା ଯାର ଇତିହାସ,

ଟେକି ଅଛି ମଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract