Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RATIKANTA NAYAK

Abstract Classics Inspirational

4  

RATIKANTA NAYAK

Abstract Classics Inspirational

ଏଇ ମୋ ଭାରତ ବର୍ଷ

ଏଇ ମୋ ଭାରତ ବର୍ଷ

1 min
10


ଏଇ ମାଟି ପାଣି ପବନ,

ଏଇ ଦେହେ ଦେଲା ଜିବନ

ଏ ମାଟିର ସବୁ ଧୂଳି କଣା ଯେତେ,

ଦେଖେ କେତେ ମିଠା ସପନ !!


ଆମ ଏ ମାଟିର ଗୌରବ,

ଅତୀତ ର ଯେତେ ସୌରଭ

ଆର୍ଯ୍ୟ ଭୂମିର ଏ କାହାଣୀ,

ଗଙ୍ଗା ଯମୁନା ର ରାଗିଣୀ !!


ଇତିହାସ କହେ ଜାତି ଜାତି ବୀର,

ଅହିଂସା ପଥରେ ଆମେ ଏକା କାର

ସାରା ବିଶ୍ବରେ ଆଜି ସ୍ଵତନ୍ତ୍ର,

ଆମେ ଆଜି ଗରବେ କରୁ ତାର ଜୟ ଜୟ କାର !


ବୀର ଭୂମି ନୁହେଁ ଖାଲି , ଏଇ ମୋ ଭାରତ

ପ୍ରଭୁଙ୍କ ର ଜନ୍ମ ଏଠି , ସେ ଅଟନ୍ତି ମର୍ଯ୍ୟାଦା ପୁରୁଷ !


ଆସ ଆସ ଭାଇ ଭଉଣୀ ସଭିଏଁ,

କରିବା ତାର ଜୟ ଗାନ

ମର୍ତ୍ତ୍ୟ ପୁରୀ ରେ ସୁଷମା ଖେଳାଇବା ,

ଏହା ଆମ ସଭିଙ୍କ ର କାମ !!


ଏଇ ମୋ ସୁନାର ଦେଶ ,

ନାମ ଯାର ଭାରତ ବର୍ଷ

ତାର ମାଟି ପାଣି ପବନ ରେ, 

ଝରେ ମୋ ଓଠରୁ ହସ !!


Rate this content
Log in

Similar oriya poem from Abstract