Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RATIKANTA NAYAK

Abstract Others

4  

RATIKANTA NAYAK

Abstract Others

ଏଇ ମୋ ଭାରତ

ଏଇ ମୋ ଭାରତ

1 min
395


ଜଗତରେ ନାହିଁ ଏଠି ଏମିତି ରାଇଜ

ପାହାଡ଼ରେ ଲେଖା ଅଛି ତାର ଇତିହାସ 

ଝରଣା ଗାଉଛି ଏଠି ନିରବର ବାଣୀ

ଯାର ଦେହେ ବହି ଯାଏ ପବିତ୍ର ଗଙ୍ଗାର ପାଣି !


ତିନୋଟି ଅକ୍ଷରେ ଲେଖା ତାର ଓଡିଆ ନାମ

ଭାରତ ହସୁଛି ଆଜି ନାହିଁ କେହି ତାର ସମ

ଯାର ମାଟିରେ ପ୍ରଭୁ ଦେଇଛନ୍ତି ପାଦ

ବିପଦରେ ସମଗ୍ର ବିଶ୍ୱ କୁ ରଖିଚି ସେ ଅଧା ହାତ !


ସାରା ଜଗତରେ ଆମ ଭାରତ

ଶୁଣାଏ ସଭିଙ୍କୁ ଶାନ୍ତିର ଗୀତ

ପର୍ବତ ରେ ଲେଖା ଯାର ଇତିହାସ

ଏ ମାଟି ଗାଉଛି ଆଜି ସ୍ଵାଧୀନ ର ଗୀତ !


Rate this content
Log in

Similar oriya poem from Abstract