STORYMIRROR

RATIKANTA NAYAK

Classics Inspirational Others

3  

RATIKANTA NAYAK

Classics Inspirational Others

ସଫଳ

ସଫଳ

1 min
189

ପ୍ରତିଦିନ ପରି ଆଜି ମୁଁ ବିଚାରି,

ପଥିକ ଟେ ମୁଁ ଅନୂତପ୍ତ ର

ନିର୍ଣ୍ଣାୟକ ପଥେ ଆଗେଇ ଚାଲେ ମୁଁ,

ଧିର ଭାବେ ଆଉ କ୍ରମଶଃ !!


ସକାଳ ଠୁ ସଞ୍ଜ ଏପାଖେ ସେପାଖ, ଖୋଜିବୁଲୁଥାଇ ନୀତି

ଠିକ୍ କଣ ଅଟେ ଏଇ ସଂସାର ରେ

,ଭାବୁଥାଏ ମୁଁ ବସି ନୀତି !!


ଆସିବା ଯିବା ସଂସାର ର ଡର,

ଲେଖିଛନ୍ତି ମହାବାହୁ

ସଭିଙ୍କ ମନରେ ଖୁସି ଭରି ଦିଅ ,

ମୋ ଜୀବନ ପୋଛକେ ଯାଉ!!


ଜୀବନର ବାଟ ଭାରି ଅଙ୍କା ବଙ୍କା,

ଲାଗୁଚି ବହୁତ ଡର 

ତଥାପି କ୍ରମଶଃ ଗମନ କରୁଛି ,

ସଫଳ ହେବି ମୁଁ ଏଥର !!


କିଏ ସେ ଗଢ଼ିଲା କେମିତି ଗଢିଲା ,

ବନ୍ଧନ ଏ ଜନ୍ମ ଜନ୍ମ ର

ଜୀବନ ର ଏଇ ଅଜଣା ବାଟରେ,

କ୍ରମଶଃ ହେଲେ ବି ନିଶ୍ଚୟ ଯିବି ଏଥର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics