ମୁଁ ଓଡ଼ିଆ ମୋ ଭାଷା ଭାରି ବଢ଼ିଆ
ମୁଁ ଓଡ଼ିଆ ମୋ ଭାଷା ଭାରି ବଢ଼ିଆ
ଓଡିଶା ମାଟିର ସନ୍ତାନ ଆମେ ଯେ ,
କାହାକୁ ନାହିଁ ରେ ଡର
ଜଗତେ ସୁନ୍ଦର ମୋ ଭାଷା ଆଦୃତ ,
ଏଠି ସବୁ ଜଣେ ଜଣେ ବୀର
ଏଠି ସବୁ ଜଣେ ଜଣେ ବୀର !!
ଆସ ରେ ସଭିଏଁ ମିଳି ମିଶି ଆମେ , ହୋଇବା ସଂକଳ୍ପ ବଦ୍ଧ
ଆସିଚି ଡାକରା ଓଡ଼ିଆ ଜାତିକୁ ,
ଆଜି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଦିବସ
ଆଜି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଦିବସ
ପୁର ପଲ୍ଲୀଠାରୁ ଆହ୍ୱାନ ସଭିଙ୍କୁ , ମୋ ମାତୃଭଷI ର ଉନ୍ନତି ପାଇଁ
ପୁରାତନ ନାମ କଳିଙ୍ଗ ପ୍ରଦେଶ ,
ଜଗନ୍ନାଥ ଜନ୍ମ ଭୂଇଁ
ଜଗନ୍ନାଥ ଜନ୍ମ ଭୂଇଁ !!