Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ଅପେକ୍ଷା

ଅପେକ୍ଷା

1 min
132



କରିଛି ଅପେକ୍ଷା 

    ତମେ ଆସିବାର

ଆସି ବୁଝିଯାଅ

     କ୍ଳେଶ ହୃଦୟର ।


ସମୟ ସଂଘର୍ଷ 

     ଏକତ୍ରିତ ଆଜି

ଅନ୍ତହେବ କେବେ?

     ପାରୁନାହିଁ ବୁଝି ।


ମୋ କ୍ଳାନ୍ତ ଶରୀର 

    ରୋଗାକ୍ରାନ୍ତ ଏବେ

ନୟନ ଯୁଗଳେ

    ଯନ୍ତ୍ରଣା ମୁଁ ଭୋଗେ ।


ମନ ଓ ମସ୍ତିଷ୍କ

    ଭାରାକ୍ରାନ୍ତ ଲାଗେ

ପ୍ରତାରିତ ହୁଏ

    ଦୁନିଆର ଆଗେ ।


କେ ବୁଝିବ ଆଉ

    ତମେ ନ ବୁଝିଲେ

ବ୍ୟର୍ଥ ପ୍ରାୟେ ପ୍ରାଣ

    ଦରଦ ସକଳେ ।



Rate this content
Log in

Similar oriya poem from Abstract