STORYMIRROR

kahnu charan sahu

Abstract

3  

kahnu charan sahu

Abstract

ଉପେକ୍ଷା

ଉପେକ୍ଷା

1 min
33

ବାହୁ ମେଲେଇ

କୋଳେଇ ନେବାକୁ

ଇଚ୍ଛା କରେ ବୋଲି

ଅନିଚ୍ଛା ଗୁଡିକ ବାଟ ଓଗାଳନ୍ତି

ବୁଝିବା ବଦଳରେ

ଭୁଲ ବୁଝି ବସନ୍ତି !

କହିବା ବଦଳରେ ଶୁଣିବାକୁ

ଚାହୁଁଥିବା ହୃଦୟ ଭାଙ୍ଗିପଡ଼େ

ଅପେକ୍ଷାର ଉପେକ୍ଷାରେ,

ନିଜକୁ ରୋକିବାକୁ ଚେଷ୍ଟାକରେ

ହେଲେ ରୋକିପାରେନି

ବାଣ୍ଟିବୁଲେ ଉପଦେଶ

ସେଥିପାଇଁ ହରେଇ ବସେ

ଚିରସ୍ରୋତା ହସ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract