STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ବୈମାନ ଦୁନିଆ

ବୈମାନ ଦୁନିଆ

1 min
156


ବୈମାନ ଦୁନିଆ

କିଛି କଥା ବୁଝେନା

ଲହ ଲହ ଜିହ୍ବା କାଢ଼ି

କହିଦିଏ ବେଇମାନ

ନିଷ୍ଠୁର କଥା

ବୁଝେନା କାହାରି

ଦୁଃଖ ଦରଦ 

ଅନ୍ତର ବ୍ଯଥା

ସଦା ଦେଖାଏ

ସଭିଙ୍କୁ ଦର୍ପ ବଢିମା

ଦୁନିଆ କୁ ଡରି

ସଭିଏଁ ନୂଆଇଁ ଦିଅନ୍ତି

  ମଥା

ସଦା ଲାଗିରହେ ଭୟ

ଇଚ୍ଛା ଥାଇ ବି

କରି ହୁଏନା କାର୍ଯ୍ୟ

ଭାଙ୍ଗି ଦିଏ ଧୈର୍ଯ୍ୟ ର ବନ୍ଧ 

ଦୁନିଆ ଆଗେ ନଇଁପଡେ

  ଆପେ ମଥା

ସବୁବେଳେ ମନକୁ ଆସେ

ଲୋକେ ବୋଲିବେ କଣ

ମୁଣ୍ଡ ପାତି ସହିବାକୁ ହୁଏ

ନିଜ ଅନ୍ତର ବେଦନା

କାହା ଆଗେ କହିହୁଏନା

ଏଇତ ବୈମାନ ଦୁନିଆ ର

   ଯାତନା

ଆଉ ତାକୁ ବୁଝାଇ ହୃଏନା

ଘଟିଯାଉ ପଛେ

ଯେତେ ଘଟଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational