ରକ୍ଷାରେ ସଂସାର କଲ ବିଷ ପାନ ନୀଳକଣ୍ଠ ଦୟାଵାନ ହୃଦୟ ସୁନ୍ଦର ଆଶୀର୍ବାଦେ ନର ହୋଇଥିଲେ ସମର୍ପଣ ରକ୍ଷାରେ ସଂସାର କଲ ବିଷ ପାନ ନୀଳକଣ୍ଠ ଦୟାଵାନ ହୃଦୟ ସୁନ୍ଦର ଆଶୀର୍ବାଦେ ନର ହ...
ହେ ମହେଶ୍ୱର ହେ ମହେଶ୍ୱର
ଧନ୍ୟ ଧନ୍ୟ ତୁମେ ବାବା ଭଳା ମହେଶ୍ୱର ତୁମେ ସୃଷ୍ଟି ସ୍ଥିତି ଏଇ ସାରା ସଂସାରର ଧନ୍ୟ ଧନ୍ୟ ତୁମେ ବାବା ଭଳା ମହେଶ୍ୱର ତୁମେ ସୃଷ୍ଟି ସ୍ଥିତି ଏଇ ସାରା ସଂସାରର
ତୁମେ ସର୍ବ ଜୀବ ଜୀବର ଜୀବନ ମୋ ଜୀବନ ଏକା ତୁମେ ସର୍ବ ଜୀବ ଜୀବର ଜୀବନ ମୋ ଜୀବନ ଏକା
ସାଦରେ କଲେ ବିଷପାନ ଜଗତ କରିଲେ ଶୋଭନ । ସାଦରେ କଲେ ବିଷପାନ ଜଗତ କରିଲେ ଶୋଭନ ।