STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ହେ ମହେଶ୍ୱର

ହେ ମହେଶ୍ୱର

1 min
190

କବିତା,ହେ ମହେଶ୍ୱର

ହେ ମହେଶ୍ୱର ,ଧବଳେଶ୍ୱର

ପ୍ରଣତି ଘେନ ମୋହର

ତୋଳି ଆଣିଦେବି ବେଲ ପତର

ତୁଣ୍ଡେ ଧରି ଥିବି ପଞ୍ଚାକ୍ଷର

ଜୟ ଜୟ ବାବା ଧବଳେଶ୍ଵର

ତୁମରି ମହିମା ଏତେ ଅପାର

ପୁଜନ୍ତି ତୁମକୁ ସୁର ଆଉ ନର

ମଥାରୁ ଝରେ ତୁମ ଗଙ୍ଗାର ଧାର

ସବୁ ଦୁଃଖୀଙ୍କର ଦୁଃଖ ହର

ଜୟ ଜୟ ବାବା ଧବଳେଶ୍ୱର

ତୁମେ ମହାଯୋଗୀ ଯୋଗେଶ୍ୱର

ଭୋଳା ନାଥ ତୁମେ ଗୁପେସ୍ଵର

ତୁମେ ନାଗେସ୍ଵର ଆହେ ଚନ୍ଦ୍ରସେଖର

ଜଳ ପ୍ରିୟ ତୁମେ ଆହେ ବିଶ୍ୱେଶ୍ୱର

ଜୟ ଜୟ ବାବା ଧବଳେଶ୍ୱର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics