STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

bid ଦିବ୍ୟ ଜ୍ଞାନ

bid ଦିବ୍ୟ ଜ୍ଞାନ

1 min
22

 ଭରି ଦିଅ ନୀତି ଦିବ୍ୟ ଜ୍ଞାନ
 ସଂସାର ପଥେ ହୁଏ ଅଜ୍ଞାନ
କର୍ମ ମୋର ହେଉ ନୀତି ପବିତ୍ର
 ଆତ୍ମା ରୂପେ ଦେଖୁ ସର୍ବତ୍ର
 ମନ କୁ କରି ଦିଅ ତୁମେ ସ୍ଥିର
ଯୋଗ ରେ ସ୍ଥିର ମନ ମୋର
ଅନ୍ୟାୟ ଠାରୁ ଦୂରେଇ ଦିଅ
 ଶୁଦ୍ଧ ବିଚାର ଭରି ଦେଉ ଥାଅ
ସେବା ପଥରେ ଆଗେଇ ଯିବି
ସ୍ବାର୍ଥ ଛାଡ଼ି ପୁରୁଷାର୍ଥ ମୁଁ କରିବି
ସତ୍ୟ ଯୁଗ ର ଯାତ୍ରୀ କରି ନିଅ
ଆତ୍ମା କୁ ତୁମ ସାଥିରେ ମିଶାଅ
ତୁମରି ବାଣୀ ଶୁଣୁ କାନ ମୋର
 ଆତ୍ମ ଜ୍ଞାନେ ତରିବି ମାୟା ସାଗର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics