STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା

1 min
22

 ଅଶିଣ ର ଫୁଲେ ଫୁଲେ ମା ମୋର ଆସିଛି
 ଶାରଦୀୟ ଦୁର୍ଗା ପୂଜା ମା ପାଇଁ ହୋଇଛି
 ହେ ମା ......ମା .....ହେ ମା......
 
ଘର ମୋର ବସି ଯାଏ ଚନ୍ଦନ କର୍ପୁର ରେ
 ନୂଆ ନୂଆ ଲାଗେ ମୋତେ ସାରା ଦୁନିଆ ରେ
 ଘଙ୍ଗୁର ର ତାଳେ ତାଳେ ମା ମୋର ଆସିଛି
 ନାଲି ଶାଢ଼ୀ ପିନ୍ଧି ସେ ତ ପୂଜା ମଣ୍ଡପେ ବସିଛି
 ହେ ମା .....ମା...ହେ ମା.......
 
ମାଆ ରୂପ ଦେଖିବାକୁ ଝୁରୁ ଅଛି ଅନ୍ତରେ
 ମାଆ ନାମ ଡାକୁ ଅଛି ଆକୁଳ ସ୍ୱର ରେ
 ଭକ୍ତ ଦୁଃଖ ବୁଝି ବାକୁ ମା ମୋର ଆସିଛି
 ରୁଣୁ ଝୁଣୁ ଶବଦ ରେ ମା ମୋର ଡାକୁଛି
 ହେ ମା.....ମା.... ହେ ମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational