STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ହେ ଭୋଳା ଶଙ୍କର

ହେ ଭୋଳା ଶଙ୍କର

1 min
23

ହେ ଭୋଳା ଶଙ୍କର 

 ହେ ଭୋଳା ଶଙ୍କର
 ବାବା ମହେଶ୍ୱର
ଶ୍ରାବଣ ସୋମବାର
ଆସିଛି ତୁମର

 କିଏ ନେଇ ଆସି ଅଛି ସଙ୍ଗେ ଧରି
 ପାଣି ମୁଁ ନେଇ ଆସି ଅଛି ମୋ ଲୁହ ର କାହାଣୀ
 ତୁମ ବିନା ଆଉ କିଏ ଦୁଃଖ ଶୁଣିବ ମୋର
 ତୁମେ ଆଶୁତୋଷ ପାରି କର
 ସଂସାର ହେ ବାବା ଗୁପ୍ତେଶ୍ୱର
 ତୁମେ ଚନ୍ଦ୍ର ଶେଖର
 ଡାକୁ ଅଛି ହୃଦୟେ
 ଜୟ ଜୟ ହର

 ଭକ୍ତି ର ଦିପାଳି ମନ ରେ ଦେଇଛି ଜାଳି
 ଲୁହ ଲହୁ ଦେଇ ମୋର କରୁ ଅଛି ଅଳି
 ସହି ନ ପାରେ ଆଉ ଜୀବନ ର ଯାତନା
 ବିଷୟା ବିଷ ପିଇ ଜଣାଏ ମୋ ବେଦନା
 ହେ ବାବା ରାମେଶ୍ବର
 ରାମ ଙ୍କ ଈଶ୍ୱର
ହରି ନିଅ କଷ୍ଟ
ଜୀବନ ରୁ ମୋର


Rate this content
Log in

Similar oriya poem from Classics