STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଆମ କଳାକାର

ଆମ କଳାକାର

1 min
31

 କିଏ କେବେ ଦେଖିଛ କି କଳାକାର ଲୁହ କୁ
ଅନ୍ୟ କୁ ହସାଏ ସେ କେତେ କଷ୍ଟ ଦେଇ ନିଜକୁ
 ପେଟ ପାଇଁ ସେ ଦୁନିଆ ଦାଣ୍ଡ କୁ ଆସି ଯାଏ
ପଇସା ପାଇଁ ସେ କେତେ କଥା ନୀତି ସହି ଥାଏ
ରଙ୍ଗ ମଞ୍ଚ ହେଉ ଅବା ପରଦା ଆଗର ନାୟକ
 ଦର୍ଶକ ପାଇଁ ସେ ନୀତି କରି ଥାଏ ତାର ନାଟକ
 ଖରା ହେଉ ଅବା ବର୍ଷା କାମ କରେ ଅନ୍ୟ ପାଇଁ
ଶୀତ କାକର ବି ସହି ଯାଏ ଦର୍ଶକ ଙ୍କୁ ଖୁସି ଦେଇ
କେବେ ସେ ନିଜ କଥା ରେ ବାନ୍ଧି ନିଏ ସଭିଙ୍କ ମନ କୁ
 ତଥାପି କେତେ ଲୋକ ନିନ୍ଦା ସହି ଯାଏ ସଜାଇ ନିଜକୁ ନିଜ ପରିବାର ପାଇଁ ନୀତି କଷ୍ଟ କରେ ଦିନ ରାତି
 କଳାକାର ଙ୍କ ବୁଝିବା ମହତ ସମ୍ମାନ ଦେବା କରି ପ୍ରୀତି ଈଶ୍ୱର ଙ୍କ କଳା ନେଇ ସେ ଆସିଲେ ଏଇ ଜଗତ କୁ
 ଆମ କଳାକାର ଆମ ଗୌରବ ଚିର ଦିନ ଥିବେ
 ରଖି ନିଜ ଯଶ କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics