STORYMIRROR

Jyotsna Acharya

Abstract Classics

3  

Jyotsna Acharya

Abstract Classics

ବାତ୍ସଲ୍ୟମୟୀ

ବାତ୍ସଲ୍ୟମୟୀ

1 min
182

ଅନ୍ଧକାର ନାଶି

ଆଲୋକ ପରଷି

ସୃଷ୍ଟିର ସୂଜନ ପାଇଁ।

ମମତା ପଣତେ

ବାତ୍ସଲ୍ୟ ପ୍ରାଣ ତୋ

ବଟୁକନାଥଙ୍କ ପ୍ରମାଣ ଦେଇ।

କାଳୀ ମହାବିଦ୍ୟା

ଜ୍ଞାନ ଶକ୍ତି ମାତା

ନବ ଦୁର୍ଗା ନାମ ବହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract