Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy

3  

Chittaranjan Nanda

Fantasy

ମନେ ପକାଇଲେ କେହି ଆପଣାର

ମନେ ପକାଇଲେ କେହି ଆପଣାର

1 min
168



ମନେ ପକାଇଲେ ଆପଣାର ହୋଇ କିଏ

ମନଟା ଭାରି ପରା ଗୁଡେଇ ତୁଡେଇ ହୁଏ ।


ଜାଣି ପାରିବିକି କାହାର ମନର ଭାବନାକୁ

ପ୍ରଶ୍ନ ପରେ ପ୍ରଶ୍ନ ଗୁଡା ଆସେ ଖାଲି ମଥାକୁ ।


କାହିଁକି କେଜାଣି ଭାରି ବିକଳ ଲାଗେ ମନରେ

ନିଦ ନହୁଅଇ ଭାବନା ଭିତରେ ନିଶବ୍ଦ ରାତିରେ।


ଜହ୍ନ ରାତ୍ରରେ ସ୍ୱୟଂ ନୟନେ ଚାହେଁ ଆକାଶକୁ

ନିରବରେ ବସି ଗଣୁଥାଏ ଖାଲି ତାରା ମାନଙ୍କୁ ।


ଏହି ଭାବନା କଅଣ ସତ୍ୟ କିମ୍ବା ଅଲୌକିକ

ହୋଇପାରେ ପ୍ରତାରଣା, ମନ ସ୍ୱପ୍ନର ପ୍ରତୀକ ।।



Rate this content
Log in

Similar oriya poem from Fantasy