STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଶିକ୍ଷା

ଶିକ୍ଷା

1 min
245


ଶିକ୍ଷା ଅଟଇ ଆମ ଜୀବନ

ବାଲ୍ୟ କାଳୁ କରିବା ଶିକ୍ଷା ଉପାର୍ଜନ

ଶିକ୍ଷା ବିନା ଜୀବନ ହେବ ଅନ୍ଧକାର

ଶିକ୍ଷିତ ହୋଇ ସମ୍ଭାଳିବା ଦେଶର ଭାର

ଆମେ ଶିକ୍ଷିତ ହେଲେ ଭବିଷ୍ୟତ ଗଢିବା

ଉନ୍ନତିର ପଥେ ଆଗେଇ ଯିବା

ଝିଅ ବୋହୁ ହେଲେ ପାଠୋଇ 

ଆମ ଦେଶ ଯିବ ଆଗେଇ

ଶିକ୍ଷା ଠାରୁ କେବେ ଦୁରେଇ ନ ଯିବା

ସବୁ ପିଲା ପଢା ରେ ମନ ଲଗାଇବା

ଯେଉଁ ଠାରୁ ଯେଉଁ ଶିକ୍ଷା ମିଳେ ଗ୍ରହଣ କରିବା

ଶିକ୍ଷା କେବଳ ଜିବକା ପାଇଁ ନୁହେଁ ଜୀବନ ପାଇଁ ଜାଣିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy