STORYMIRROR

Tosarani sahu

Romance Fantasy Others

3  

Tosarani sahu

Romance Fantasy Others

କହି ମୁଁ ପାରୁନି ତୁମକୁ

କହି ମୁଁ ପାରୁନି ତୁମକୁ

1 min
243

ତୁମେ ଅଛ ମୋ ପାଖରେ ତଥାପି

କାହିଁ ମୁଁ ତୁୁୁମକୁ ଖୋଜୁଛି

ପାଇବି ପାଇବି ଭାବିକି

ଦିନ ରାତି ସରି ଯାଉଛି॥


ସ୍ୱପ୍ନ ରେ ଆସ ସ୍ୱପ୍ନ ରେ ଭିଜ

ସତ ରେ କେବେ ଆସିନ

ଆସିିିଗଲେ କାଳେ ଦେଖା ହେଇଯିବ

ତୁମେ ଯେ ଡରୁଥିବ ॥


ଡରନି ମୋତେ ମୁୁଁ ନୁହଁଁ ପେତିନି

ଅଟେ ତୁମ ପତ୍ନୀ

ଯଦି ସତ ରେ ନ ପାରୁଛ ଆସି

ତା ହେଲେ ସ୍ୱପ୍ନ ରେ କାହିଁ ଯାଉଛ ପଶି॥ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance