ହସ ତୋର ଲକ୍ଷେ ଟଙ୍କା
ହସ ତୋର ଲକ୍ଷେ ଟଙ୍କା
ହସ ତୋ' ଲକ୍ଷେ ଟଙ୍କା,
ଚାଲି ତୋ' ଅଙ୍କା ବଙ୍କା l
ରୂପ ଦିଶେ ମେନକା ,
ରାଗ ତୋ' ନାଲି ଲଙ୍କା,
ଦେଖି ଲାଗଇ ଶଙ୍କା l
ଆଲୋ ମୋର ପ୍ରିୟଙ୍କା l
ଚେହେରା ଦିଶେ ଚକା,
ଗାଲ ଫୁଲ୍କା ଫୁଲକା l
ଲାଗେ ସତେକି ଫୁଙ୍କା,
ଆଖି ତୋ ' ଢେଉ ପରିକା
ମୋ ' ପ୍ରିୟା ସାଗରିକା l
ହେଲୁ ମୋର ପ୍ରେମିକା l
ପ୍ରେମ ସାଗରେ ଏକା,
ମୁଁ ' ତୋ' ପ୍ରେମ ନଉକା l
ତୁ ମୋ" ପ୍ରୀତି ଶାମୁକା,
ଓଠ ତୋ ' ଏମିତିକା,
ନାଲି ପାନ ପରିକା
କରିଲି ମୋ " ନାୟିକା l
କି ' ଶୋଭେ ଅନାମିକା
ନାଇଛୁ ତୁ" ମୂଦ୍ରିକା l
ଝଟକେ ସେ' ଉଲକା ।
ମୋତେ ନ ଦେଇ ଧୋକା
ମିଶି ରହିବା ଏକା l
ଗାଇ ପ୍ରେମ ଗୀତିକା ।