STORYMIRROR

BULU BEHERA

Classics Fantasy Inspirational

3  

BULU BEHERA

Classics Fantasy Inspirational

ହେ ଜଗତ ଠାକୁର

ହେ ଜଗତ ଠାକୁର

1 min
16

ଅନନ୍ତ ଗଗନ ପରି ତୁମେ ପରିବ୍ୟାପ୍ତ 


ସାଗର ପରି ତୁମେ 


ଚତୁଃର୍ଦିଗକୁ ବିସ୍ତୃତ l


ଚାରି ଯୁଗେ ଚାରି ଅବତରରେ 


ଏ ଧରାରେ ପ୍ରତ୍ୟୟମାନ l


ଯେପରି ସତ୍ୟ ଯୁଗେ 


ନରସିଂହ ଅବତାର ତ 


ତ୍ରେତୟାରେ ପ୍ରଭୁ ରାମଚନ୍ଦ୍ର 


ଦ୍ୱାପରରେ କୃଷ୍ଣlବତାର  ତ 


କଳିରେ ଆସିଛ ପ୍ରଭୁ ଜଗନ୍ନାଥ ହୋଇ 


ଭକ୍ତର ଭାବରେ ପ୍ରଭୁ ତୁମେ ବନ୍ଧା 


ଭକ୍ତ ଯେଉଁଠି ପ୍ରଭୁ ତୁମେ ସେଇଠି 


ଭାବକୁ ନିକଟ ତୁମେ ଅଭାବକୁ ଦୂର 


ମୋର କୋଟି କୋଟି ପ୍ରଣାମ ଘେନ 


ହେ ଜଗତର ନାଥ ପ୍ରଭୁ ଜଗତ ଠାକୁର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics