Sadananda Sahoo
Literary General
AUTHOR OF THE YEAR 2018,2019,2021 - NOMINEE
399
Posts
242
Followers
49
Following
କବିତା ଲେଖିବା ମୋର ନିଶା ; ଆଉ ପ୍ରବୃତି ;
ନିରନ୍ତର ଭାବେ ଆଜକୁ ଦୀର୍ଘ 18 ବର୍ଷ ହେଲାଣି କବିତା ଲେଖି ଆସୁଛି ; ତୁଳଷୀ କ୍ଷେତ୍ର ସମ୍ବାଦ ପତ୍ରରେ ନିୟମିତ ମୋର କବିତା
ପ୍ରକଶ ଆସୁଛି ;! ଷ୍ଟୋରି ମିରର ୱେବ୍ ପେଜ ରେ କବିତା ଲେଖି ଅଥର ଅଫ ଦି ଉଇକ୍ ହେବାର ସୌଭାଗ୍ୟ ଲାଭ କରିବା ସହିତ ସାପ୍ତାହିକ ପ୍ରତିଯୋଗିତା ରେ ଦୁଇ ଥର ପ୍ରଥମ ସ୍ଥାନ ଓ ଏକ ଥର ... Read more
କବିତା ଲେଖିବା ମୋର ନିଶା ; ଆଉ ପ୍ରବୃତି ;
ନିରନ୍ତର ଭାବେ ଆଜକୁ ଦୀର୍ଘ 18 ବର୍ଷ ହେଲାଣି କବିତା ଲେଖି ଆସୁଛି ; ତୁଳଷୀ କ୍ଷେତ୍ର ସମ୍ବାଦ ପତ୍ରରେ ନିୟମିତ ମୋର କବିତା
ପ୍ରକଶ ଆସୁଛି ;! ଷ୍ଟୋରି ମିରର ୱେବ୍ ପେଜ ରେ କବିତା ଲେଖି ଅଥର ଅଫ ଦି ଉଇକ୍ ହେବାର ସୌଭାଗ୍ୟ ଲାଭ କରିବା ସହିତ ସାପ୍ତାହିକ ପ୍ରତିଯୋଗିତା ରେ ଦୁଇ ଥର ପ୍ରଥମ ସ୍ଥାନ ଓ ଏକ ଥର ତୃତୀୟ ସ୍ଥାନ ଅଧିକାର କରି ମାନ ପତ୍ର ପାଇବାର କଵି ସଫଳ ହୋଇଛନ୍ତି !! କବିତା "କିଏ ସତେ କାନ୍ଦୁଚି" ପାଇଁ ଷ୍ଟୋରି ମିରର୍ ଅନୁଷ୍ଠାନ ତରଫରୁ ନଗଦ ଅର୍ଥପୁରଷ୍କାର ଲାଭ କରି କଵି ଚୀରକୃତଜ୍ଞ ଲାଭ କରିଛନ୍ତି ; !ଅବିଶ୍ରାନ୍ତ ଭାବେ କବିଙ୍କ ଲେଖନୀ ମୃତ୍ଯୁ ପର୍ଯନ୍ତ ଚାଲିବ ବୋଲି କଵି ଦୃଢ ସଂକଳ୍ପ ପୋଷଣ କରିଛନ୍ତି ;! Read less
Share with friends