Sadananda Sahoo

Tragedy

3.0  

Sadananda Sahoo

Tragedy

ସଠିକ ନିଷ୍ପତି

ସଠିକ ନିଷ୍ପତି

2 mins
514


ଭଲ ମନ୍ଦ ଆଉ ଭୁଲ ଠିକ ବିଚାର କରିବାରେ ମଣିଷ ସିଦ୍ଧ ହସ୍ତ ! କିନ୍ତୁ ବେଳେ ବେଳେ ମଣିଷ ମୋହ ଗ୍ରସ୍ତ କିମ୍ବା ସ୍ଵାର୍ଥ ସାଧନ ପାଇଁ ଭୁଲ ନିଷ୍ପତି କୁ ପ୍ରାଧାନ୍ୟ ଦେଇଥାଏ ! ସାମୁହିକ ସ୍ଵାର୍ଥ ସାଧନ କିମ୍ବା ବ୍ୟକ୍ତି କେନ୍ଦ୍ରିକ ସ୍ଵାର୍ଥ ପାଇଁ ମଣିଷ ଭୁଲ ବାଟକୁ ଆପଣେଇ ଅଯଥାରେ ଜନ ସମାଗମ କରି , ସମସ୍ତଙ୍କ ମନରେ ଭ୍ରମ ସୃଷ୍ଟି କରି ଥାଏ

କିଛିଦିନ ତଳର କଥା ଅାମ ଗ୍ରାମର ହରି ପ୍ରଧାନ ପୁଅ ଜୟନ୍ତର ସଡ଼କ ଦୁର୍ଘଟଣାରେ ଶିକାର ହୋଇ ମୃତ୍ଯୁ ବରଣ କରିଥିଲା କିନ୍ତୁ ବିଡମ୍ବନାର ବିଷୟ ହେଉଚିକି - ଜୟନ୍ତର ବେପରୁଆ ଗାଡ଼ିଚାଳନା ପାଇଁ ତାର ଏହି ଦୁଃଖଦ ଦୁର୍ଘଟଣା ଘଟିଗଲା ସେ ' ନବ ବିବାହିତ ଥିଲା ମଧ୍ୟ , ସବୁଠାରୁ ଦୁଃଖର ବିଷୟ ହେଉଛି - ଜୟନ୍ତ ବାପା ମାଆର ଗୋଟିଏ ବୋଲି ପୁ ଅ ଏପରି ସମ୍ବେଦନଶିଳ ଘଟଣାକୁ ନେଇ , ଜନ ମତ ସୃଷ୍ଟି ହେଲା ଦୁର୍ଘଟଣା ସ୍ଥଳକୁ ଯାଇ ଲୋକମାନେ ରୁଣ୍ଡ ହେଲେ ନାରା ବାଜି କରି ସମସ୍ତ ଚାରିଚକିଆ ଯାନ ଗୁଡିକୁ ହ ଇରାଣ ହରକତ କଲେ ପରିଶେଷରେ ରାସ୍ତା କଡରେ ଠିଆ ହୋଇ ଥିବା ଏ କ ଟ୍ରକ ଦେହରେ ନିଆଁ ଲଗେ ଇ ଦେଲେ ଦୁର୍ଘଟଣାରେ ସଂମ୍ପୃକ୍ତ ଥିବା , ଟ୍ରକ ଟି ବହୁ ଆଗରୁ ଚମ୍ପଟ ମାରି ଥିଲା

ଲୋକ ମାନଂକର ଉଗ୍ର ମାନସିକତାର ବିରୋଧାଭାସ ପାଇଁ ଦୋଷ ନ କରିଥିବା ଗାଡି ମାଲିକ ଓ ଡ୍ରାଇଭର ମାନେ ଅଯଥାରେ ସଙ୍କଟରେ ପଡି ନିର୍ଯାତିତ ହେଲେ

ଜନରବ ର ମହା ମେଳିରୁ ଏ କ ସୁନ୍ଦର ଗ୍ରହଣୀୟ କଥା କହିବାର ଲୋକ ଆବିର୍ଭାବ ହେଲେ ସେ ସମ୍ପୁର୍ଣ୍ଣ ନିଆରା ଲୋକ ଥିଲେ ! ସେ ଆଜନ୍ମ ବ୍ରହ୍ମଚାରୀ ସମସ୍ତେ ତାକୁ ଜାଣନ୍ତି ସେ ହେଲେ ଧର୍ମାତ୍ମା ଅଶୋକ ବାବୁ , ଅାମ ଗାଁ ନିତେଇ ପ୍ରଧାନ ଙ୍କର ଜ୍ୟେଷ୍ଠ ପୁତ୍ର ସେ ସବୁ ବେଳେ ସଠିକ ନିଷ୍ପତି ନିଅନ୍ତି ,

ସବୁ ଲୋକମାନେ ଉପଦ୍ରବ ରେ ମାତି ଥିବା ବେଳେ , ଦୁଃଖଦ ମୁହୁର୍ତ୍ତ ର ସାଥୀ ସାଜିଥିଲେ ଅଶୋକ ବାବୁ ଆଶ୍ଵସନା

ଦେଇ ସହକାରୀ ସହୟତା ରାଶି କେମିତି ପ୍ରାପ୍ତ ହେଵ , ଉଚିତ ପଦକ୍ଷେପ ଗ୍ରହଣ କରି କରି ସଫଳ ହେଲେ , ସେହିଁ ସଫଳ ବନ୍ଧୁ


Rate this content
Log in

Similar oriya story from Tragedy